କଣ୍ଟେନମେଣ୍ଟ ଜୋନରୁ ହଟିଲା ରାଜଧାନୀର ସୁନ୍ଦରପଦା ଓ ଯଦୁପୁର

ଭୁବନେଶ୍ୱର: ରାଜଧାନୀର ୨ଟି ସ୍ଥାନରୁ ହଟିଲା ଅବରୋଧ ଅଞ୍ଚଳ କଟକଣା। ୫ଟି କଣ୍ଟେନମେଣ୍ଟ ଜୋନରୁ ୨ଟି ସ୍ଥାନରୁ ହଟିଲା କଣ୍ଟେନମେଣ୍ଟ ଜୋନ୍। ସୁନ୍ଦରପଦା ଏବଂ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନରୁ ବାଦ ଦିଆଯାଇଛି। ଏଥିସହ ବେଗୁନିଆ ଅଞ୍ଚଳର କିଛି ସ୍ଥାନରୁ ମଧ୍ୟ କଟକଣା ଉଠିଛି। ତେବେ ଘର ଘର ବୁଲି ସର୍ଭେ ଏବଂ ପରୀକ୍ଷା କରିବା ପରେ ମିଳିଥିବା ରିପୋର୍ଟ ଅନୁସାରେ କଣ୍ଟେନମେଣ୍ଟ ଜୋନ୍ ଉଠାଇବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି … Continue reading କଣ୍ଟେନମେଣ୍ଟ ଜୋନରୁ ହଟିଲା ରାଜଧାନୀର ସୁନ୍ଦରପଦା ଓ ଯଦୁପୁର